Odiapua.com

ଦିଲ୍ଲୀପ ରାୟ କରୋନା ସଂକ୍ରମିତ

ଭୁବନେଶ୍ୱର ୮-୩ (ଓଡ଼ିଆ ପୁଅ) ଦିଲ୍ଲୀପ ରାୟ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ଏ ନେଇ ସେ ଟ୍ୱିଟରରେ ଏହାର ସୂଚନା ଦେଇଛନ୍ତି।

ଦିଲ୍ଲୀପ ଲେଖିଛନ୍ତିଯେ, COVID ର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ନିଜର କୋଭିଡ୍‌ ଟେଷ୍ଟ କରିଥିଲି ଏବଂ ରିପୋର୍ଟଟି ପଜିଟିଭ୍ ଆସିଛି। ମୋର ସ୍ୱାସ୍ଥ୍ୟ ଭଲ ଅଛି ଏବଂ ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ଆଇସୋଲେଟ୍‌ କରିଛି। ସମସ୍ତଙ୍କୁ ଭୂତାଣୁ ପ୍ରତି ସତର୍କ ରହିବାକୁ ଅନୁରୋଧ।