Odiapua.com

ଭଦ୍ରକ: ଦୁଇଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା

ଭଦ୍ରକ: କରୋନା ସଂକ୍ରମଣର ଭୟାବହତା ତଥା କରୋନା ପିଜେଟିଭ୍ ଚିହ୍ନଟକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବିନାୟକପୁର ପଞ୍ଚାୟତର ଖରିଦାବିନାୟକପୁର ଏବଂ ବାଗଦାବିନାୟକପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ଚାନ୍ଦବାଲି ଏନଏସିର ୱାର୍ଡ ନଂ ୭କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିଛି। ଖବର ଅନୁଯାୟୀ, ବୁଧବାର ଦିନ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଚାନ୍ଦବାଲି ଏନଏସିର ୱାର୍ଡ ନଂ ୭ରେ ଥିବା ଏକ ବରଫ କଳକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି।
-@Dr

ଭଦ୍ରକ: ଲାଞ୍ଚ ମାଗି ଚାନ୍ଦବାଲି ଥାନା ଏଏସ୍ଆଇ ନିଲମ୍ବିତ