ନୂଆ ଦିଲ୍ଲୀ ୨-୨ (ଓଡ଼ିଆ ପୁଅ) କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ ଅସ୍ୱସ୍ଥ। ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଖବର ଅନୁଯାୟୀ ତାଙ୍କୁ ରୁଟିନ ଚେକଅପ ପାଇଁ ହସ୍ପିଟାଲ ଯିବାକୁ ପଡ଼ିଛି ବୋଲି କୁହାଯାଉଛି।