Odiapua.com

ବଢ଼ୁଛି ବିଜେଡ଼ିର ଭୋଟ ପ୍ରତିଶତ: ନବମ ରାଉଣ୍ଡରେ ବିଜେଡ଼ି ୧୭,୪୪୫ ଭୋଟରେ ଆଗୁଆ, ବର୍ଷାଙ୍କୁ ୫୮%, ପ୍ରଦୀପ ୩୭%

ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ନବମ ରାଉଣ୍ଡରେ ବିଜେଡ଼ି ୧୭,୪୪୫ ଭୋଟରେ ଆଗୁଆ ରହିଛି। ବର୍ଷା ସିଂଙ୍କୁ ୫୮% ଭୋଟ ମିଳିଛି। ପ୍ରଦୀପ ପୁରୋହୀତଙ୍କୁ ୩୭% ଭୋଟ ମିଳିଛି।
୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦାଣନ୍ତି କାହାକୁ କେତେ ଭୋଟ ମିଳିଛି।

ପ୍ରାର୍ଥା ଦଳ ପୂର୍ବ ରାଉଣ୍ଡ ଏହି ରାଉଣ୍ଡ ମୋଟ ଭୋଟ % ଭୋଟ
ପ୍ରଦୀପ ପୁରୋହୀତ ବିଜେପି ୨୮୧୫୦ ୨୯୯୩ ୩୧୧୪୩ ୩୭.୦୯
ବର୍ଷା ସିଂ ବରିହା ବିଜେଡ଼ି ୪୩୬୯୧ ୪୮୯୭ ୪୮୫୮୮ ୫୭.୮୭
ସତ୍ୟ ଭୂଷଣ ସାହୁ କଂଗ୍ରେସ ୧୬୩୪ ୧୬୨ ୧୭୯୬ ୨.୧୪
ବିଦ୍ୟାଧର ପାଣ୍ଡବ ଅଖିଳ ଭାରତ ହିନ୍ଦୁ ମହାସଭା ୧୪୦ ୧୫ ୧୫୫ ୦.୧୮
ମୁକ୍ତେଶ୍ବର ଦାସ ଓଡ଼ିଶା ଜନତା ପାର୍ଟି ୯୭ ୧୯ ୧୧୬ ୦.୧୪
ଉଦୀତ ବନ୍ଦିଆ ସ୍ୱାଧିନ ୧୫୮ ୧୮ ୧୭୬ ୦.୨୧
ଗଙ୍ଗାଧର ସାହା ସ୍ୱାଧିନ ୧୫୯ ୧୯ ୧୭୮ ୦.୨୧
ଦେବାର୍ଚ୍ଚନ ନାୟକ ସ୍ୱାଧିନ ୨୦୮ ୨୯ ୨୩୭ ୦.୨୮
ବୃନ୍ଦାବନ ପୁରୋହୀତ ସ୍ୱାଧିନ ୧୮୯ ୩୧ ୨୨୦ ୦.୨୬
ଶେଷଦେବ ସାହୁ ସ୍ୱାଧିନ ୪୩୪ ୫୩ ୪୮୭ ୦.୫୮
ନୋଟା ନୋଟା ୭୫୪ ୧୧୩ ୮୬୭ ୧.୦୩
ମୋଟ   ୭୫୬୧୪ ୮୩୪୯ ୮୩୯୬୩