ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ନବମ ରାଉଣ୍ଡରେ ବିଜେଡ଼ି ୧୭,୪୪୫ ଭୋଟରେ ଆଗୁଆ ରହିଛି। ବର୍ଷା ସିଂଙ୍କୁ ୫୮% ଭୋଟ ମିଳିଛି। ପ୍ରଦୀପ ପୁରୋହୀତଙ୍କୁ ୩୭% ଭୋଟ ମିଳିଛି।
୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।
ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦାଣନ୍ତି କାହାକୁ କେତେ ଭୋଟ ମିଳିଛି।
ପ୍ରାର୍ଥା | ଦଳ | ପୂର୍ବ ରାଉଣ୍ଡ | ଏହି ରାଉଣ୍ଡ | ମୋଟ ଭୋଟ | % ଭୋଟ |
ପ୍ରଦୀପ ପୁରୋହୀତ | ବିଜେପି | ୨୮୧୫୦ | ୨୯୯୩ | ୩୧୧୪୩ | ୩୭.୦୯ |
ବର୍ଷା ସିଂ ବରିହା | ବିଜେଡ଼ି | ୪୩୬୯୧ | ୪୮୯୭ | ୪୮୫୮୮ | ୫୭.୮୭ |
ସତ୍ୟ ଭୂଷଣ ସାହୁ | କଂଗ୍ରେସ | ୧୬୩୪ | ୧୬୨ | ୧୭୯୬ | ୨.୧୪ |
ବିଦ୍ୟାଧର ପାଣ୍ଡବ | ଅଖିଳ ଭାରତ ହିନ୍ଦୁ ମହାସଭା | ୧୪୦ | ୧୫ | ୧୫୫ | ୦.୧୮ |
ମୁକ୍ତେଶ୍ବର ଦାସ | ଓଡ଼ିଶା ଜନତା ପାର୍ଟି | ୯୭ | ୧୯ | ୧୧୬ | ୦.୧୪ |
ଉଦୀତ ବନ୍ଦିଆ | ସ୍ୱାଧିନ | ୧୫୮ | ୧୮ | ୧୭୬ | ୦.୨୧ |
ଗଙ୍ଗାଧର ସାହା | ସ୍ୱାଧିନ | ୧୫୯ | ୧୯ | ୧୭୮ | ୦.୨୧ |
ଦେବାର୍ଚ୍ଚନ ନାୟକ | ସ୍ୱାଧିନ | ୨୦୮ | ୨୯ | ୨୩୭ | ୦.୨୮ |
ବୃନ୍ଦାବନ ପୁରୋହୀତ | ସ୍ୱାଧିନ | ୧୮୯ | ୩୧ | ୨୨୦ | ୦.୨୬ |
ଶେଷଦେବ ସାହୁ | ସ୍ୱାଧିନ | ୪୩୪ | ୫୩ | ୪୮୭ | ୦.୫୮ |
ନୋଟା | ନୋଟା | ୭୫୪ | ୧୧୩ | ୮୬୭ | ୧.୦୩ |
ମୋଟ | ୭୫୬୧୪ | ୮୩୪୯ | ୮୩୯୬୩ |