Odiapua.com

କାର୍ ଷ୍ଟାଟ୍ କରିବା ପୂର୍ବରୁ ଥରେ ତଳ ଯାଞ୍ଚ କରିନିଅନ୍ତୁ ..

ଭୁବନେଶ୍ୱର: ଆପଣ ଘରେ କୌଣସି ଚାରିଚକିଆ ଯାନ (କାର୍) ଆଦି କିଛି ଅଛି କି? ଯଦି ହଁ, ତେବେ ଘରୁ ବାହାରି କାର୍ ଷ୍ଟାଟ୍ କରିବା ପୂର୍ବରୁ କାର୍ ତଳ ଥରେ ଯାଞ୍ଚ କରିନିଅନ୍ତୁ। ହୁଏତ ଆପଣଙ୍କ କାର୍ ତଳେ କୁକୁର ଭଳି ପଶୁ ଆଶ୍ରୟ ନେଇ ଥାଇପାରନ୍ତି। ବିଶେଷତଃ ଏହି ଖରା ଦିନେ ଗରମରୁ ତ୍ରାହି ପାଇବା ପାଇଁ କୁକୁର ମାନଙ୍କୁ ଗାଡ଼ି ତଳେ ଆଶ୍ରୟ ନେବାର ଅଧିକ ଦେଖାଯାଇଥାଏ। ତେଣୁ, କାର୍ ଷ୍ଟାଟ୍ କରିବା ପୂର୍ବରୁ ଥରେ ତଳ ଯାଞ୍ଚ କରି ନିଅନ୍ତୁ। ହୁଏତ କୌଣସି କୁକୁର ଆପଣଙ୍କ କାର୍ ଚକା ତଳେ ଥାଇ, କୌଣସି ନିରୀହ ପଶୁର ଜୀବନ ଚାଲିନଯାଉ।

Breaking News: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୩ ଶିଶୁ ମୃତ ..


-/DevD®ath