Breaking News: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୩ ଶିଶୁ ମୃତ ..

ମୁମ୍ବାଇ: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ତିନି ଜଣ ଶିଶୁ ମୃତ୍ୟୁ ବରଣ କରିଛନ୍ତି। ମହାରାଷ୍ଟ୍ରରେ ଘଟିଯାଇଛି ଏପରି ଏକ ଦୁଃଖଦ ଘଟଣା। ମହାରାଷ୍ଟ୍ରର ନାଗପୁର ଫାରୁକ୍ ନଗରରେ ତିନି ଜଣ ଶିଶୁ ଘର ପାଖରେ ଏକ କାର୍ ମଧ୍ୟରେ ଖେଳୁଥିବା ବେଳେ ଏପରି ଦୁର୍ଘଟଣା ଘଟିଯାଇଛି। କାର୍ ମଧ୍ୟରେ ଖେଳୁଥବା ବେଳେ କାରଟି ଲକ୍ ପଡି ଯାଇଥିଲା। ସେମାନେ ଆଉ ଡୋର୍ ଖୋଲି ପାରିନଥିଲେ। ଫଳରେ ଶ୍ଵାସ ରୁଦ୍ଧ ହୋଇ କାର୍ ଭିତରେ ତିନି ଜଣ … Continue reading Breaking News: କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୩ ଶିଶୁ ମୃତ ..