Odiapua.com

ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ବର୍ଗରେ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଗୋଟିଏ ପାଦ ଦୂରରେ ଅଛନ୍ତି।

ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି ପ୍ରଶଂସକ।