ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ବର୍ଗରେ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି।
ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଗୋଟିଏ ପାଦ ଦୂରରେ ଅଛନ୍ତି।
ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି ପ୍ରଶଂସକ।