Odiapua.com

ଦେଶରେ ପ୍ରଥମ ଥର ପାଇଁ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ପାଖାପାଖି କରୋନା ଆକ୍ରାନ୍ତ ୪୧୦ ମୃତ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ପ୍ରଥମ ଥର ପାଇଁ, ୨୪ ଘଣ୍ଟାରେ ପ୍ରାୟ ୨୦ ହଜାର କରୋନା କେସ୍
– ୪୧୦ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍‌ର ୨, ୦୩, ୦୫୧ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୬, ୦୯୫ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩, ୦୯, ୭୧୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୯, ୯୦୬ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି।
– ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୫୯ କୁ ବୃଦ୍ଧି ପାଇଛି।
– କରୋନାରୁ ମୃତ୍ୟୁ ସଂଖ୍ୟା ୧୬୦୯୫ କୁ ବୃଦ୍ଧି ପାଇଛି।
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି।