Odiapua.com

ସାହିତ୍ୟ ପାଇଁ ଆମେରିକୀୟ କବି ଲୁଇ ଗ୍ଲକ୍ ଙ୍କୁ ୨୦୨୦ ନୋବେଲ ପୁରସ୍କାର

ନୂଆ ଦିଲ୍ଲୀ ୮-୧୦ (ଓଡ଼ିଆ ପୁଅ) ସାହିତ୍ୟ ପାଇଁ ଆମେରିକୀୟ କବି ଲୁଇ ଗ୍ଲକ୍ ଙ୍କୁ ୨୦୨୦ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ।