Odiapua.com

ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ ; ୨ ବର୍ଷର ଶିଶୁ ସମେତ ୨ ମୃତ

ନୂଆଦିଲ୍ଲୀ: ନୋଏଡ଼ାରୁ ଗର୍ଭବତୀ ମହିଳାଙ୍କୁ ନେଇ ଡିଏନଡି ପ୍ଲାଇୱେ ଦେଇ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲ ଯାଉଥିବା ଏକ ଆମ୍ବୁଲାନ୍ସ ସହିତ ଏକ ଟ୍ରକ ଧକ୍କା ହେବା ଫଳରେ ଜଣେ ୨ ବର୍ଷର ଶିଶୁ ସମେତ ଜଣେ ନର୍ସିଂ ଷ୍ଟାଫଙ୍କର ମୃତ୍ୟୁ ଘଟିଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଟୋଲ ପ୍ଲାଜା ପରେ ଟ୍ରାନ୍ସପୋର୍ଟ ଅଧିକାରୀ ଅଚାନକ ଟ୍ରକଟିକୁ ଅଟକାଇ ଦେଇଥିଲେ।ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଛି।//ଦେବଦତ୍ତ ରଥ

ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!