Odiapua.com

ଆଫଗାନିସ୍ଥାନ: କାବୁଲରେ ତିନୋଟି ସ୍ଥାନରେ ବିଷ୍ପୋରଣ: ଧନ ଜୀବନ କ୍ଷତିର ଆଶଂକା

ନୂଆ ଦିଲ୍ଲୀ ୯ ମଇ (ଓଡ଼ିଆ ପୁଅ) ବୁଧବାର ଦିନ ସକାଳେ ଆଫଗାନିସ୍ଥାନର ରାଜଧାନୀ କାବୁଲରେ ୨୦ ମିନିଟ ସମୟ ବ୍ୟବଧାନରେ ତିନୋଟି ସ୍ଥାନରେ ବିଷ୍ପୋରଣ ଘଟିଛି। ବିଷ୍ପୋରଣ ପରେ ସୁରକ୍ଷାବଳ ସେଠାରେ ପହଁଚିଛନ୍ତି। କାବୁଲର ପିଡି୧୩ ଏବଂ କାଲା-ଏ-ଫାତୁଲ୍ଲା ସ୍ଥାନରେ ଏହି ବିଷ୍ପୋରଣ ଘଟିଛି। (ବିଶେଷ ଖବରକୁ ଅପେକ୍ଷା)