Odiapua.com

ରାଷ୍ଟ୍ରପତି ଭବନ ଗେଟ୍ ନମ୍ବର ୮ ନିକଟରରୁ ୩ ଫୁଟ ଲମ୍ବା ନାଗ ଉଦ୍ଧାର

ନୂଆ ଦିଲ୍ଲୀ ୨-୮ (ଓଡ଼ିଆ ପୁଅ): ୱାଇଲ୍ଡ ଲାଇଫ ଏସଓଏସ ରାପିଡ୍ପି ରେସ୍ପନ୍ସ ୟୁନିଟ ଆଜି ରାଷ୍ଟ୍ରପତି ଭବନର ଗେଟ ନମ୍ବର ୮ ରୁ ୩ ଫୁଟ ଲମ୍ବା ନାଗସାପ ଉଦ୍ଧାର କରିଛନ୍ତି।