ଭୁବନେଶ୍ୱର ୨୧-୯ (ଓଡ଼ିଆ ପୁଅ) କରୋନା ନେଲା ୯ ମୁଣ୍ଡ। ଏହା ଫଳରେ ମୋଟ ମୃତକଙ୍କ ସଂଖ୍ୟା ୭୧୦ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ
ବାଲେଶ୍ୱର ଜିଲ୍ଲାରୁ ଜଣେ
ଜଗତସିଂହପୁର ଜିଲ୍ଲାରୁ ଜଣେ
କନ୍ଧମାଳ ଜିଲ୍ଲାରୁ ଜଣେ
କେନ୍ଦୁଝର ଜିଲ୍ଲାରୁ ୨ ଜଣ
ଖୋର୍ଦ୍ଧା ଜିଲ୍ଲାରୁ ଜଣେ
ମୟୁରଭଞ୍ଜ ଜିଲ୍ଲାରୁ ଜଣେ
ନବରଙ୍ଗପୁର ଜିଲ୍ଲାରୁ ଜଣେ
ନୟାଗଡ଼ ଜିଲ୍ଲାରୁ ଜଣେ
କରୋନା ନେଲା ୯ ମୁଣ୍ଡ।
୧- ବାଲେଶ୍ୱର ଜିଲ୍ଲାର ୪୮ ବର୍ଷ ବୟସ୍କ ପୁରୁଷ।
୨- ଜଗତସିଂହପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା ଯିଏ କି ମାଇଷ୍ଟେନିଆ ଗ୍ରାଭିସରେ ପୀଡିତ ଥିଲେ।
୩- କନ୍ଧମାଳ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- କେନ୍ଦୁଝର ଜିଲ୍ଲାର ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।
୫- କେନ୍ଦୁଝର ଜିଲ୍ଲାର ୫୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।
୬- ଖୋର୍ଦ୍ଧା ଜିଲ୍ଲାର ୯୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୭- ମୟୁରଭଞ୍ଜ ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।
୮- ନବରଙ୍ଗପୁର ଜିଲ୍ଲାର ୨୯ ବର୍ଷ ବୟସ୍କ ପୁରୁଷ ଯିଏ କି ସିକିଲ ସେଲ ଡିଜିଜ୍ ରେ ପୀଡିତ ଥିଲେ।
୯- ନୟାଗଡ଼ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।