ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ୧୩ ମାର୍ଚ୍ଚରେ ଦିଲ୍ଲୀରୁ ରାମଗୁଣ୍ଡମ୍ ପର୍ଯ୍ୟନ୍ତ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରିଥିବା ୮ ଜଣ ଯାତ୍ରୀଙ୍କର ଗତକାଲି COVID-19 ଟେଷ୍ଟ ପଜିଟିଭ୍ ଆସିଛି।
ତେଣୁ କରୋନା ବ୍ୟାପିବାର ସମ୍ଭାବନାକୁ ନଜରରେ ରଖି ଭାରତୀୟ ରେଳ, ଯାତ୍ରୀମାନଙ୍କୁ ଅନ୍ୟମାନଙ୍କ ସୁରକ୍ଷା ପାଇଁ ଅନାବଶ୍ୟକ ଭ୍ରମଣରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।
8 passengers who had travelled on AP Sampark Kranti Express from Delhi to Ramagundam on 13th March have tested positive of COVID-19 yesterday.
Passengers are advised to avoid non essential travel for the safety of fellow citizens
— Ministry of Railways (@RailMinIndia) March 21, 2020