Odiapua.com

ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

କୋଲକାତା ୨୧-୧୧ (ଓଡ଼ିଆ ପୁଅ) : ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ। ୧୮୪ରନ୍‌ରେ ୭ ୱିକେଟ ହରାଇ ଭାରତ କରିଛି ୧୮୪।

କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍‌ ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ

ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ

ରୋହିତ ସର୍ବାଧିକ ୫୬ ରନ୍‌ କରିଥିଲେ। ୩୧ ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ଇଶାନ କିଷାନ ୨୯, ଶ୍ରେୟଶ ଆୟର ୨୫ ଏବଂ ଭେଙ୍କଟେଶ ଆୟାର ୨୦ ରନ୍‌ କରିଥିବା ବେଳେ ହର୍ଷଲ ପଟେଲ ୧୮ ରନ୍‌ କରିଥିଲେ। ତେବେ ଦୀପକ ଚହରଙ୍କ ମାଡ଼ ଯୋଗୁଁ ଘରୋଇ ଦଳ ୨୦ ସଭରରେ ୭ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରି ପାରିଥିଲା। ୨୦ତମ ଓଭରରେ ଦଳ ୧୯ ରନ୍‌ ସଂଗ୍ରହ କରିଥିଲା ଏବଂ ଚହର ମାତ୍ର ୮ଟି ବଲ୍‌ରେ ୨୧ ରନ୍‌ କରି ଅପରାଜିତ ରହିଛନ୍ତି। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଣ୍ଟନର ୨୭ ରନ୍‌ ଦେଇ ୩ଟି ଓ୍ଵିକେଟ୍‌ ନେଇଛନ୍ତି।

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା ୱିକେଟ୍
ରୋହିତ ଶର୍ମା (ଅଧିନାୟକ) C & B ସୋଢ଼ି ୫୬ ୩୧ ୧୮୦.୬୪
ଇଶାନ୍ କିଶାନ୍ c ଟିମ୍ ସେଫର୍ଟ b ମିଚେଲ ସାଣ୍ଟନର୍ ୨୯ ୨୧ ୧୩୮.୦୯
ସୂର୍ଯ୍ୟକୁମାର ଯାଦବ c ମାର୍ଟିନ ଗୁପଟିଲ b ମିଚେଲ ସାଣ୍ଟନର୍
ଋଷଭ ପନ୍ତ WKT c ଜିମି ନିଶାମ b ମିଚେଲ ସାଣ୍ଟନର୍ ୬୬.୬୬
ଶ୍ରେୟସ୍ ଆୟର c ଡାରିଲ୍ ମିଚେଲ୍ ବି ଆଦାମ ମିଲ୍ନେ ୨୫ ୨୦ ୧୨୫
ଭେଙ୍କଟେଶ ଆୟର c ମାର୍କ ଚାପମାନ b ଟ୍ରେଣ୍ଟ ବୋଲ୍ଟ ୨୦ ୧୫ ୧୩୩.୩୩
ଅକ୍ଷର ପଟେଲ ନଟ ଆଉଟ ୫୦
ହର୍ଷଲ ପଟେଲ ୧୮ ୧୧ ୧୬୩.୬୩
ଦୀପକ ଚହର ନଟଆଉଟ ୨୧ ୨୬୨.୫
ଭୁବନେଶ୍ୱର କୁମାର
ୟୁଜଭେନ୍ଦ୍ର ଚହଲ
EXTRAS (w ୬, b ୨, lb ୧)
TOTAL (୭ wickets, ୨୦ overs) ୧୮୪
Fall of Wickets
୧-୬୯, (ଇଶାନ୍ କିଷାନ୍, ୬.୨) ୨-୭୧, (ସୂର୍ଯ୍ୟକୁମାର ଯାଦବ, ୬.୬) ୩-୮୩, (ଋଷଭ ପନ୍ତ, ୮.୬) ୪-୧୦୩, (ରୋହିତ ଶର୍ମା, ୧୧.୨) ୫-୧୩୯, (ଭେଙ୍କଟେଶ ଆୟର୍, ୧୫.୫) ୬-୧୪୦, (ଶ୍ରେୟସ୍ ଆୟର, ୧୬.୧) ୭-୧୬୨, (ହର୍ଷଲ ପଟେଲ, ୧୮.୩)
New Zealand Bowling
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଟ୍ରେଣ୍ଟ ବୋଲ୍ଟ ୩୧ ୭.୭୫ ୧୩
ଆଦାମ ମିଲ୍ନେ ୪୭ ୧୧.୭୫
ଲକି ଫର୍ଗୁସନ୍ ୪୫ ୧୧.୨୫
ମିଚେଲ ସାଣ୍ଟନର୍ ୨୭ ୬.୭୫ ୧୦
ଇଶ୍ ସୋଢ଼ି ୩୧ ୭.୭୫