Odiapua.com

ଦେଶରେ ୨୮, ୭୦୧ ହଜାର ନୂଆ କରୋନା ଆକ୍ରାନ୍ତ, ୫୦୦ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୨୩, ୧୭୪

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଜିବି ଦେଶରେ ୨୮, ୭୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୫୦୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮, ୭୮, ୨୫୪କୁ ବୃଦ୍ଧି ପାଇଛି ଏବଂ ୩, ୦୧, ୬୦୯ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୫, ୫୩, ୪୭୧ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨୩, ୧୭୪ କୁ ବୃଦ୍ଧି ପାଇଛି।