Odiapua.com

ମୋହରା ଛକରେ ଦୃର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ

ନୂଆପଡା୧୩ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ନୂଆପଡା ମୋହରା ଛକରେ ରାସ୍ତା ଦୃର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଖଡିଆଳ ପୁଲିସ ଠାରୁ ସୁଚନା ମିଳିଛି । ମୃତକ ଦ୍ୱୟ ବଲାଙ୍ଗିର ଫୁଗୁଡା ଗ୍ରାମର ଦିଲିପ ଭୋଇ ଓ କିଶୋର ସା ବୋଲି ପୁଲିସ ସୁତ୍ରରୁ ସୁଚନା ମିଳିଛି ।