ନୂଆ ଦିଲ୍ଲୀ ୨୮-୩ (ଓଡ଼ିଆ ପୁଅ) ମୋଟ କରୋନାଭାଇରସ୍ ପଜିଟିଭ୍ କେସେସ୍ ୮୭୩ କୁ ବୃଦ୍ଧି ପାଇଛି।ବିଦେଶୀ ନାଗରିକଙ୍କ ସମେତ ୭୯ ଲୋକ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଛନ୍ତି। ୧୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।