Odiapua.com

୭୧ ତମ ଗଣତନ୍ତ୍ର ଦିବସ : ୭୧, ୦୦୦ ଟୁଥପିକ୍ସକୁ ନେଇ ୪୦ ଦିନରେ ଶିକ୍ଷକ ବନାଇଲେ ଜାତୀୟ ପତାକା

ପଞ୍ଜାବ ୨୩-୧ (ଓଡ଼ିଆ ପୁଅ) : ଅମୃତସରର ଏକ ସରକାରୀ ସ୍କୁଲର ଶିକ୍ଷକ ବଲଜିନ୍ଦର ସିଂହ, ଟୁଥପିକକୁ ବ୍ୟବହାର କରି ଜାତୀୟ ପତାକା ବନାଇଛନ୍ତି। ସେ କହିଛନ୍ତି “ମୁଁ ୭୧ ତମ ଗଣତନ୍ତ୍ର ଦିବସ ଅବସରରେ ସ୍ମୃତି ପାଇଁ ୭୧, ୦୦୦ ଟୁଥପିକ୍ସକୁ ଉପଯୋଗ କରି ରାଷ୍ଟ୍ରୀୟ ପତାକା ବନାଇଛି। ଏଥିପାଇଁ ମୋତେ ୪୦ ଦିନ ସମୟ ଲାଗିଛି”।