Odiapua.com

ସେମିଲିଗୁଡା ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ମନୋନୀତ

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)ସେମିଲିଗୁଡା ବ୍ଲକର ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତା ମନୋନୀତ ହୋଇଥିବା ଜଣାପଡିଛି।ସେମିଲିଗୁଡା ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ କର୍ମକର୍ତା ମନୋନୟନରେ ଗୋପୀନାଥ ପାଙ୍ଗୀ ସର୍ବସମ୍ମତିକ୍ରମେ ସଭାପତି ଭାବେ ମନୋନୀତ ହୋଇଥିଲେ ବୋଲି ଜଣାପଡିଛି।ସେହିପରି କିଶୋର କୁମାର ଖରା ଓ ପ୍ରନତି ନାୟକ (ଉପସଭାପତି), ହେମନ୍ତ ପାଇକ (ସଂପାଦକ)ରାଧା ରମଣ ପାଢୀ (ଯୁଗ୍ମ ସଂପାଦକ)ସସ୍ମିତା କୁମାରୀ ନାୟକ(କୋଷାଧକ୍ଷ), ଅନୀଲ ସିରକା, ପ୍ରଶାନ୍ତ ଖଣ୍ଡପାନ ଓ ବିଭୁତି ଭୁଷଣ ସାହୁ ଉପଦେଷ୍ଟାଭାବେ ମନୋନୀତ ହୋଇଥିବା ଜଣାପଡିଛି।