Odiapua.com

ଲଗ୍ନଜିତ ରାଉତ ହେଲେ ନୟାଗଡ଼ର ଉପଜିଲାପାଳ

ନୟାଗଡ଼ ୧୧ା୯ (ଓଡିଆ ଦୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନୂଆ ଉପଜିଲାପାଳ ହେଲେ ଲଗ୍ନଜିତ ରାଉତ। ଶ୍ରୀ ରାଉତ ଜଗତସିଂହପୁରରେ ବିଡିଓ ଭାବେ ଅବସ୍ଥାପିତ ଥିଲେ। ଏହା ପୂର୍ବରୁ ସେ ରଣପୁରର ବିଡିଓ ଭାବେ କାର୍ଯ୍ୟଭାର ତୁଲାଇଥିଲେ। ଏଠାରେ ଥିବା ଉପଜିଲାପାଳ ଜତେନ୍ଦ୍ର କୁମାର ସାହଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସ୍କ ଭାବେ ବଦଳି କରାଯାଇଛି।