Odiapua.com

ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଜରୁରୀ ବୈଠକ

ପୁରୀ ୨୭-୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲକ ଡାଉନ୍ ସମୟରେ ରେଳବାଇ ସମ୍ପତ୍ତି ସୁରକ୍ଷା ଓ ନିରାପତ୍ତା ପାଇଁ ଆରପିଏଫ ପକ୍ଷରୁ ଏକ ଜରୁରୀ ବୈଠକ ପୁରୀ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ୬୦ଜଣ ଆରପିଏଫ ଅଧିକାରୀ ସାମାଜିକ ଦୁରତ୍ବ ଅବଲମ୍ବନ କରିଥିବା ଦେଖିବାକୁ ମିଳିଛି।