Odiapua.com

ରାଜର୍ଶି ବିକ୍ରମ ୱାର୍କସ କ୍ଲବ ଓ ଲାୟନ୍ସ କ୍ଲବର ମିଳିତ ଆନୁକୁଲ୍ୟରେ ନିଶାଣିମୁଣ୍ଡାରେ ସଫେଇ କରାଗଲା

କୋରାପୁଟ ; ତା୦୩-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ )ମହତ୍ମାଗାନ୍ଧି ଜୟନ୍ତି ଅବସରରେ କୋରାପୁଟସ୍ଥିତ ରାଜର୍ଶି ବିକ୍ରମ ଓାର୍କସ କ୍ଲବ ଓ ଲାୟନ୍ସ କ୍ଲବର ମିଳିତ ଆନୁକୁଲ୍ୟରେ ନିଶାଣିମୁଣ୍ଡା ପରିସର ସଫେଇ କରାଯାଇଥିବା ଜଣାପଡିଛି।ଏହି କାର୍ଯ୍ୟକ୍ରମରେ କୋରାପୁଟ ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟନାୟକ, ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି, ଜଗନ ମୋହନ ସାହୁ, ଆର. ଏର୍ମା, ତ୍ରୀନାଥ ପାତ୍ର, ମାଲା ସୂର୍ଯ୍ୟନାରାୟଣ, ନାରାୟଣ ପଣ୍ଡା, ବିଜୟ କୁମାର ପଟନାୟକ, ଏଲ.ଏମ .ପଟନାୟକ, ଏ.ସିଏଚ.ବାରିକ, ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ ସଫେଇ କରିଥିଲେ।