Odiapua.com

ରଣପୁର ସିଟୁ ତରଫରୁ ବ୍ଲକ୍ ଆଗରେ ବିକ୍ଷୋଭ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ ସିଟୁ ତରଫରୁ ଶ୍ରମିକ ମାନଙ୍କର ୫ଦଫା ଦାବି ନେଇ ବ୍ଲକ୍ ଆଗରେ ବିକ୍ଷୋଭ କରାଯାଇଥିବା ଜଣାପଡିଛି । ଏଥିରେ ସୁରେଶ ସ୍ୱାଇଁ ନେତୃତ୍ୱ ନେଇଥିଲେ । ରଣପୁର ମୋଟର କର୍ମଚାରୀ ମାନେ ଯୋଗଦେଇଥିଲେ ।