Odiapua.com

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ

କୋରାପୁଟ ୨୫-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ୧୮ ଜଣ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଢିରୁ ଜୀବଜଜୀବିକା ଓ ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ ପ୍ରକାଶ କରିଛନ୍ତି ।ଜୟପୁର ପିଆରପେଟାର ଜି.ସ୍ୱରାଜ ଲକ୍ଷ୍ମି ଓ କୋରାପୁଟ ଟିକିରାସାହିରୁ ରାଧାମଣି କୁଲଦୀପ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଲେଖାଏଁ  ଜୀବନଜୀବିକା ନିମନ୍ତେ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି  ।ନାରଙ୍ଗର ଧନ ପାଙ୍ଗୀ ଓ ନାରାୟଣପାଟଣା ବାଲିପେଟାର ଜିତୁ କୁଲଦୀପିଆ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଲେଖାଏଁ ଏବଂ ସେମିଲିଗୁଡା ଦୁସୁରାର ମାଧବ ଖିଲ ,କୋଟପାଡ ଧାମଣାହାଣ୍ଡିର  ଅଗାଡୁ ଗଣ୍ଡ ,ମାଛକୁଣ୍ଡ ପେଟାପଡାର ଖଗପତି ଦଳେଇ ,ବୋରିଗୁମ୍ମା କୃଷ୍ଣଗୁଡାର କୁମାରୀ ହରିଜନ ଓ ବୈପାରୀଗୁଡା ଘୁମରର ଗୁପ୍ତ ହରିଜନ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଦଶମନ୍ତପୁର ଗୈାଡଗୁଡାର ଲଲିତା ଖରା ,କୋରାପୁଟ ମିଶନ କମ୍ପାଉଣ୍ଡର ଅନନ୍ତ କୁମାର ହିଆଲ , କୁନ୍ଦ୍ରା କିରମିର  ନିଳାବତୀ ଦୁରୁଆ ,କୋରାପୁଟ େଓଭର କଲୋନୀର ଲକ୍ଷ୍ମି ଗୈାଡ ପ୍ରତ୍ୟେକଙ୍କୁ  ୭ ହଜାର ଟଙ୍କା ଲେଖାଏଁ ଏବଂ ନନ୍ଦପୁର ଖମରାର ଉର୍ଦ୍ଦେଶ ମୁଦୁଲି , କୋରାପୁଟ ଡୋଲିଆମ୍ବର ଧର୍ନୁଜୟ ଖରା , ଜୟପୁର ଖ୍ରୀଷ୍ଟିୟାନଷ୍ଟ୍ରୀଟ ଫାଷ୍ଟଲାଇନର ସୂରଜ କୁମାର ନାୟକ , କୁନ୍ଦ୍ରା ମସିଗାଁର ଓରଫ କେ.ରଶ୍ମିତା ରାଓ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ନନ୍ଦପୁର ଅଡାମୁଣ୍ଡାର ଏମ.ଧନର୍ଜୟ ରାଓଙ୍କୁ ୨୦ ହଜାର ଟଙ୍କା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।