Odiapua.com

ମରିଗଲେ ୧୦ଟି ପ୍ରଜାତିର ୧୫୦୦ ପକ୍ଷୀ

ନୂଆଦିଲ୍ଲୀ: ରାଜସ୍ଥାନର ସାମ୍ଭର ହ୍ରଦରୁ ୧୦ଟି ପ୍ରଜାତିର ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ଵ ମୃତ ପକ୍ଷୀ ମିଳିଛନ୍ତି।ଏକ ମେଡିକାଲ ଟିମ୍ ବାଡ୍ ଫ୍ଲୁ ର ଆଶଙ୍କା କରିଛନ୍ତି।କିନ୍ତୁ ଅଧିକାରୀମାନେ ଦୂଷିତ ଜଳ ଯୋଗୁଁ ପକ୍ଷୀ ଗୁଡ଼ିକଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରୁଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛନ୍ତି।ସ୍ଥାନୀୟ ଲୋକମାନେ କିନ୍ତୁ ପ୍ରାୟ ୫୦୦୦ ପକ୍ଷୀ ମୃତ୍ୟୁ ବରଣ କରିଥିବା ଦାବି କରୁଛନ୍ତି।-ଦେବଦତ୍ତ ରଥ