Odiapua.com

ମନ୍ଦିର ଖୋଲାଯିବା ପ୍ରସଙ୍ଗ : ହାଇକୋର୍ଟରେ ଶୁଣାଣି; ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ ୧୪-୯ (ଓଡ଼ିଆ ପୁଅ) ରାଜ୍ୟରେ ମନ୍ଦିର ଖୋଲାଯିବା ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ଆସନ୍ତା ୧୦ଦିନ ଭିତରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।