Odiapua.com

ଭିଣୋଇଙ୍କ ଦେହାନ୍ତ: ନୂଆ ବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ, ଗୀତା ମେହେଟାଙ୍କ ସ୍ୱାମୀ ସନ୍ନି ମେହେଟାଙ୍କ ଦେହାନ୍ତ ହୋଇଯାଇଛି।ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବର୍ଷ ନୂଆ ବର୍ଷ ପାଳନ କରିବେ ନାହିଁ।ନବବର୍ଷ ଶୁଭେଚ୍ଛା ଜଣାଇବା ପାଇଁ ନବୀନ ନିବାସ ନଆସିବାକୁ ନବୀନ ପଟ୍ଟନାୟକ ଶୁଭେଛୁ ମାନଙ୍କୁ ଅନୁରୋଧ କରିଛନ୍ତି।ପୂର୍ବରୁ ରାଜ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମଧ୍ୟ ନବୀନ ନୂଆ ବର୍ଷ ପାଳନ କରି ନାହାଁନ୍ତି।/-ଦେବଦତ୍ତ ରଥ

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?