ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ଚାଲିଛି ଶୀତଳ ଯୁଦ୍ଧ!ଏବଂ ଏହି ଶୀତଳ ଯୁଦ୍ଧ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମଧ୍ୟରେ ଚାଲିଥିବା ନେଇ ଆଲୋଚନା ହେଉଛି।କିଏ ହେବ ଓଡ଼ିଶା ବିଜେପିର ଚେହେରା, ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବରେ ବିଜେପିର କିଏ ମୁଖ୍ୟମନ୍ତ୍ରୀ ପାର୍ଥି ନେଇ ଏହି ଶୀତଳ ଯୁଦ୍ଧ ଚାଲିଥିବା କୁହାଯାଉଛି।ନିର୍ବାଚନ ନ’ଲଢ଼ି ଏବଂ ନ’ଜିତି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଦୂତିୟ ଥର ପାଇଁ କେନ୍ଦ୍ରମନ୍ତ୍ରୀ ହୋଇ ପାରିଥିବା ବେଳେ … Continue reading ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?