Odiapua.com

ଭାରତର ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ନୂଆ ଦିଲ୍ଲୀ ୯-୪ (ଓଡ଼ିଆ ପୁଅ) ଭାରତର ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ପରି ଲାଗୁଛି। କାରଣ ବର୍ତ୍ତମାନ ଅସଂଖ୍ୟ ଟ୍ୱିଟ ନୋଟିଫିକେସନ ଏହି ଆକାଉଣ୍ଟରୁ ଆସୁଛି। ଏଥିରେ ଏକ କାର୍ଟୁନ ପ୍ରୋଫାଇଲ ଯୋଡ଼ାଯାଇଥିବା ବେଳେ ଆକାଉଣ୍ଟ ହ୍ୟାକ ହୋଇଛି ବୋଲି ଜଣାପଡ଼ୁଛି।