Odiapua.com

ବ୍ରଜପାତରେ ଜଣେ ଗୁରୁତର: କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ, ୩୧-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମାଛପୁତ ଗ୍ରାମର ଜୁନେଶ ମହାନନ୍ଦିଆଙ୍କ ୨୩ ବର୍ଷର ପୁଅ ଆମେଶ ମହନନ୍ଦିଆ ଆଜି ବ୍ରଜପାତରେ ଆହତ ହୋଇଥିଲେ ବୋଲି ଜଣାପଡିଛି। ମାଛପୁଟରେ ବର୍ଷା ହେଉଥିବା ବେଳେ ଏକ ଗଛମୂଳେ ଠିଆହୋଇଥିବା ବେଳେ ବ୍ରଜପାତ ହୋଇ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି କରାଯାଇଛି।