Odiapua.com

ବାହାରେ ଫିଙ୍ଗାଯାଇଛି ଔଷଧ

ମୟୁରଭଞ୍ଜ,୧୧/୧୦,(ଓଡ଼ିଆ ପୁଅ ପି ନାଏକ): ବାହାରେ ଫିଙ୍ଗା ଯାଇଛି ଲକ୍ଷାଧିକ ଟଙ୍କାର ଔଷଧ । ରୋଗୀଙ୍କ ଉପକାରରେ ନ ଆସି ଏହା ଫିଙ୍ଗା ଯାଉଛି । ତେବେ ଏହି ଦୃଶ୍ୟ ମୟୁରଭଞ୍ଜ କରଞ୍ଜିଆ ରେ ଦେଖାଦେଇଛି । ଯଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଏହା ଦେଖିବାକୁ ମିଳିଛି । ଏହା ପଛର କାରଣ ଜଣାପଡି ପାରି ନାହିଁ ।