ବାଲେଶ୍ୱର ୨୬-୩ (ଅଜିତ ମହାନ୍ତି) ବାଲେଶ୍ୱର ମ୍ୟୁନିସିପାଲଟିରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସବିତା ସାହୁ ବିଜୟୀ ହୋଇଛନ୍ତି।
ବାଲେଶ୍ୱର ୱାର୍ଡ କାଉନସିଲର ବିଜୟୀ ପ୍ରାର୍ଥୀ
୧- ବିଜେପି ପ୍ରାର୍ଥୀ ସସ୍ମିତା ନାଥ ୪୫୧ ଖଣ୍ଡ ଭୋଟରେ ବିଜୟୀ।
୨- ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ, ୮୨ ଖଣ୍ଡ ଭୋଟରେ ବିଜୟୀ।
୩- ବିଜେପି ପ୍ରାର୍ଥୀ ରୋଜାଲିନ ପାଣି ୪୦୧ ଖଣ୍ଡ ଭୋଟରେ ବିଜୟୀ।
୪- ବିଜେଡି, ସଲମା ବିବି, ୩୭୬ ଖଣ୍ଡ ଭୋଟରେ ବିଜୟୀ।
୫- ବିଜେଡି, ମିତା ପଟ୍ଟନାୟକ, ୩୮୦ ଖଣ୍ଡ ଭୋଟରେ ବିଜୟୀ।
୬- ବିଜେଡି, କବିତା ମୁର୍ମୁ, ୮୮ ଖଣ୍ଡ ଭୋଟରେ ବିଜୟୀ।
୭- ବିଜେଡି, ମିରାଜ ବାନୋ, ୪୯୨ ଖଣ୍ଡ ଭୋଟରେ ବିଜୟୀ।
୮- ବିଜେଡି, ପ୍ରୀତିଲତା ସେଠୀ, ୪୩୩ ଖଣ୍ଡ ଭୋଟରେ ବିଜୟୀ।
୯- ସ୍ୱାଧୀନ, ସଂଜୀବ ଦାସ, ୨୪୪ ଖଣ୍ଡ ଭୋଟରେ ବିଜୟୀ।
୧୦- ବିଜେଡି, ରାଧାକୃଷ୍ଣ ଦାସ, ୪୪୩ ଖଣ୍ଡ ଭୋଟରେ ବିଜୟୀ।
୧୧- ସ୍ୱାଧୀନ, ଶେଖ ନୌସାଦ ଅଲ୍ଲୀ, ୩୦୪ ଖଣ୍ଡ ଭୋଟରେ ବିଜୟୀ।
୧୨- ସ୍ୱାଧୀନ, ଅନିଦ୍ୟ କୁମାର ପଣ୍ଡା, ୯୩ ଖଣ୍ଡ ଭୋଟରେ ବିଜୟୀ।
୧୩- ବିଜେପି, ପ୍ରତିମା ବେହେରା, ୨୭ ଖଣ୍ଡ ଭୋଟରେ ବିଜୟୀ।
୧୪- ବିଜେଡି, କୈଳାସ ସେଠୀ, ୩୯୧ ଖଣ୍ଡ ଭୋଟରେ ବିଜୟୀ।
୧୫- ବିଜେଡି, ସଂଧ୍ୟାରାଣୀ ଜେନା, ୨୧୫ ଖଣ୍ଡ ଭୋଟରେ ବିଜୟୀ।
୧୬- ବିଜେଡି, ସବିତାରାଣୀ ଦାସ, ୩୪୨ ଖଣ୍ଡ
୧୭- ବିଜେପି, ସତ୍ୟଶିଵ ସୁନ୍ଦର ଦାସ, ୪୭ ଖଣ୍ଡ
୧୮- ବିଜେଡି, ଅର୍ପିତା ପଟ୍ଟନାୟକ, ୧୨୧ ଖଣ୍ଡ
୧୯- ବିଜେଡି, ଶୋଭା ମହାପାତ୍ର, ୩୩୩ ଖଣ୍ଡ
୨୦- ବିଜେପି, ନିରୂପମା ଦାସ, ୭୪ ଖଣ୍ଡ
୨୧- ବିଜେପି, ସୁଚିସ୍ମିତା ପଣ୍ଡା, ୫୨୨ ଖଣ୍ଡ
୨୨- ବିଜେଡି, ଦେବାଶିଷ ସିଂ, ୧୦୫ ଖଣ୍ଡ
୨୩- ବିଜେଡି, ଶଶିରେଖା ମହାନ୍ତି, ୮ ଖଣ୍ଡ
୨୪- ବିଜେଡି, ମିନା ମହାନ୍ତି, ୭୨୬ ଖଣ୍ଡ
୨୫- ବିଜେପି, ନିତ୍ୟଗୋପାଳ ସିଂ, ୬୮ ଖଣ୍ଡ
୨୬- ବିଜେଡି, ଶେଖ ଆୟୁବ, ୧୬୬ ଖଣ୍ଡ
୨୭- ସ୍ୱାଧୀନ, ପଦ୍ମଲୋଚନ ଲେଙ୍କା, ୮୮୭ ଖଣ୍ଡ
୨୮- ବିଜେପି, ଗୌରୀ ଦାଶ, ୧୨୬ ଖଣ୍ଡ
୨୯- ବିଜେଡି, କାର୍ତ୍ତିକ ଚନ୍ଦ୍ର ସାହୁ, ୪୩ ଖଣ୍ଡ
୩୦- ବିଜେପି, ଭାରତୀ ପାତ୍ର, ୨୦୧ ଖଣ୍ଡ
୩୧- ବିଜେଡି, ରଞ୍ଜିତା ମହାପାତ୍ର, ଅପ୍ରତିଦ୍ବନ୍ଦି