Odiapua.com

ବାପା ୭ ବର୍ଷର ଝିଅ ପାଇଁ କିଣିଲେ ମୋବାଇଲ୍‌, କିନ୍ତୁ ଖର୍ଚ୍ଚ କଲେ ଲକ୍ଷ ଲକ୍ଷ ଲୋକଙ୍କୁ ଜଣେଇବାରେ – ଘୋଡ଼ାଗାଡ଼ିରେ ବସାଇ ଡିଜେ ବଜାଇ ସହର ବୁଲି ଲୋକଙ୍କୁ ଜଣେଇଲେ

ନୂଆ ଦିଲ୍ଲୀ ୨୨-୧୨ (ଓଡ଼ିଆ ପୁଅ) ଖୁସି ହେଇଗଲେ ବାପା। ବାପା ୭ ବର୍ଷର ଝିଅ ପାଇଁ କିଣିଲେ ମୋବାଇଲ୍‌। କିନ୍ତୁ ମୋବାଇଲ୍‌ ଠାରୁ ଅଧିକ ଖର୍ଚ୍ଚକଲେ ଲୋକଙ୍କୁ ଜଣେଇବାରେ। ଘୋଡ଼ାଗାଡ଼ିରେ ବସାଇ ଡିଜେ ବଜାଇ ସହର ବୁଲି ଲୋକଙ୍କୁ ଜଣେଇଲେ ଏଥିପାଇଁ ଖର୍ଚ୍ଚହେଲା ଲକ୍ଷ ଲକ୍ଷ ଟଙ୍କା।
ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଶିବପୁରୀରେ। ଜଣେ ଚା’ ବିକ୍ରୀ କରୁଥିବା ଲୋକ ତାଙ୍କର ୭ ବର୍ଷର ଝିଅ ପାଇଁ ମୋବାଇଲ୍ କିଣିଲେ। ଏହାପରେ ଆରମ୍ଭ ହେଲା ସହର ଲୋକଙ୍କୁ ଜଣେଇବା। ଖୁସି ମନେଇବା। ଦେଖନ୍ତୁ ଭିଡ଼ିଓ

https://twitter.com/abhiranjanjnu/status/1473640670078271492