Odiapua.com

ବାଦାମବାଡ଼ି ସ୍ନେହ ଲତା ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ

କଟକ, ୧୨/୧(ଓଡ଼ିଆ ପୁଅ/ ଅଭୟ ଜେନା) କଟକ ବାଦାମବାଡ଼ି ବିକାଶ ଭବନ ସାମ୍ନାରେ ଥିବା ସ୍ନେହଲତା ଆପାର୍ଟମେଣ୍ଟଟର ୩ ମହଲାରେ ଅଗ୍ନିକଣ୍ଡଘଟି ବ୍ୟାପକ କ୍ଷତି ଘଟି ଥିବା ଜଣାପଡିଛି।

ସଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟି ଥିବା କୁହାଯାଉଛି।

ଅଗ୍ନିଶମ ବାହିନୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।