Odiapua.com

ବର୍ଷା ସିଂ ବରିହା ହେଲେ ପଦ୍ଣପୁର ଉପନିର୍ବାଚନର ବିଜେଡ଼ି ପ୍ରାର୍ଥୀ

ଭୁବନେଶ୍ବର ୧୪-୧୧ (ଓଡ଼ିଆ ପୁଅ) ବର୍ଷା ସିଂ ବରିହା ହେଲେ ପଦ୍ଣପୁର ଉପନିର୍ବାଚନର ବିଜେଡ଼ି ପ୍ରାର୍ଥୀ। ଏ ନେଇ ବିଜେଡ଼ି ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି।