Odiapua.com

ଫକିରାବାଦରେ ୫ଗୋଡିଆ ବାଛୁରୀ ଜନ୍ମ

କେନ୍ଦ୍ରାପଡା, ୧୫/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ଫକିରାବାଦର ମହମ୍ମଦ ଜାକିରିଆଙ୍କ ଗାଈଟି ଗତ ଶନିବାର ଏକ ୫ଟି ଗୋଡ ଥିବା ବାଛୁରୀକୁ ଜନ୍ମ ଦେଇଛି। ସେହି ବାଛୁରିକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି।