Odiapua.com

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା କମିଟି ଏହି ଅଭିଯୋଗ କରିଛନ୍ତି । ଗଙ୍ଗୁଆନାଳ ନିକଟରେ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଦଖଲକୁ ବିରୋଧ କରିଛି ୨ ନିଯୋଗ । ନିଯୋଗ ପକ୍ଷରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରାଯାଇଥିବା ବ୍ରାହ୍ମଣ ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି ।