Odiapua.com

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା

ମାଲକାନଗିରି୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାଓବାଦୀ ମାନେ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ଗୁଳି ମାରି ହତ୍ୟା କରିବା ଦେଖିବାକୁ ମିଳିଛି ।

 

ମାଓବାଦୀ ମାନେ ଜିଲ୍ଲାର ଯୋଡାମ୍ବ ପଞ୍ଚାୟତ ବିହନଗୁଡି ଗ୍ରାମର ଦୀନବନ୍ଧୁ ବେପାରୀକୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗୁଳି କରି ହତ୍ୟାକରିଥିବା ପୁଲିସ ନିକଟରୁ ସୁଚନା ମିଳିଛି ।