ନୂଆ ଦିଲ୍ଲୀ ୨୧-୧ (ଓଡ଼ିଆ ପୁଅ) ପଶ୍ଚିମ ଘାନାରେ ବିସ୍ପୋରଣ କାରଣରୁ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୯ ଆହତ ହୋଇଛନ୍ତି।
ଏହି ଏକ ଟ୍ରକରେ ବିସ୍ପୋରକ ନେଇ ଯାଉଥିବା ସମୟରେ ମୋଟର ସାଇକେଲ ସହିତ ଧକ୍କା ହେବା ଫଳରେ ଏହି ବିସ୍ପୋରଣ ଘଟିଥିବା ଜଣାପଡ଼ିଛି।
ଏହି ବିସ୍ପୋରଣ ପଶ୍ଚିମ ଘାନାରେ ଘଟିଛି।
ଘାନାର ସୂଚନା ମନ୍ତ୍ରଣାଳୟ ଅନୁଯାୟୀ ଗୁରୁବାର ଅପରାହ୍ନ ୫ ଟା ଏହି ଘଟଣା ଘଟିଛି।
ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ସହିତ ଏକ ମୋଟରସାଇକେଲ୍ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।
ମନ୍ତ୍ରଣାଳୟର ସୂଚନାନୁସାରେ, ଏହାପରେ ତୁରନ୍ତ ଜାତୀୟ ଜରୁରୀକାଳୀନ ସେବା ଦ୍ୱାରା ଆହତ ଲୋକଙ୍କୁ ଜାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ଆହତ ୫୯ ଜଣଙ୍କ ମଧ୍ୟରୁ ୪୨ ଜଣ ଚିକିତ୍ସିତ ହେଉଛନ୍ତି ଏବଂ କେତେକଙ୍କ ଅବସ୍ଥା ଗୁରୁତର ରହିଛି।
•Gov’t confirms 76 casualties recorded so far in Apiate/Bogoso EXPLOSION.
•17 victims dead and 59 others injured.
•At 11:00am this morning, the emergency response team will provide updates from the scene of the incident. /1@moigovgh statement
#RespectBogosoDead pic.twitter.com/rsIvEzUOtd — GhanaFact (@ghana_fact) January 21, 2022