Odiapua.com

ପଦ୍ମପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ, ବର୍ଷା ସିଂଙ୍କୁ ୫୮% ଭୋଟ

ପଦ୍ମପୁର ୮-୧୨ (ଓଡ଼ିଆ ପୁଅ) ପଦ୍ମପୁର ଉପନିର୍ବାଚନ : ତୃତୀୟ ରାଉଣ୍ଡରେ ବିଜେଡ଼ି ଆଗୁଆ ବର୍ଷା ସିଂଙ୍କୁ ୫୮% ଭୋଟ ମିଳିଛି। ପଦ୍ମପୁର ଉପନିର୍ବାଚନର ପାଇଁ ଆରମ୍ଭ ହୋଇଛି ଭୋଟ୍‌ଗଣତି। ସକାଳ ୮ଟାରେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ ମେସିନ ଗଣତି ଆରମ୍ଭ ହୋଇଛି। ୨୩ ରାଉଣ୍ଡରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ତେବେ ନିମ୍ନ ଲିଖିତ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ନିଜନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦାଣନ୍ତି କାହାକୁ କେତେ ଭୋଟ ମିଳିଛି।

ପ୍ରାର୍ଥା ଦଳ ପୂର୍ବ ରାଉଣ୍ଡ ଏହି ରାଉଣ୍ଡ ମୋଟ ଭୋଟ % ଭୋଟ
ପ୍ରଦୀପ ପୁରୋହୀତ ବିଜେପି 6979 3171 10150 37.18
ବର୍ଷା ସିଂ ବରିହା ବିଜେଡ଼ି 10598 5318 15916 58.31
ସତ୍ୟ ଭୂଷଣ ସାହୁ କଂଗ୍ରେସ 366 108 474 1.74
ବିଦ୍ୟାଧର ପାଣ୍ଡବ ଅଖିଳ ଭାରତ ହିନ୍ଦୁ ମହାସଭା 32 11 43 0.16
ମୁକ୍ତେଶ୍ବର ଦାସ ଓଡ଼ିଶା ଜନତା ପାର୍ଟି 17 8 25 0.09
ଉଦୀତ ବନ୍ଦିଆ ସ୍ୱାଧିନ 36 13 49 0.18
ଗଙ୍ଗାଧର ସାହା ସ୍ୱାଧିନ 35 23 58 0.21
ଦେବାର୍ଚ୍ଚନ ନାୟକ ସ୍ୱାଧିନ 52 14 66 0.24
ବୃନ୍ଦାବନ ପୁରୋହୀତ ସ୍ୱାଧିନ 55 17 72 0.26
ଶେଷଦେବ ସାହୁ ସ୍ୱାଧିନ 111 60 171 0.63
ନୋଟା ନୋଟା 195 77 272 1
ମୋଟ 18476 8820 27296