Odiapua.com

ପଟ୍ଟାଙ୍ଗୀ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେଲେ ପ୍ରୀତମ ପାଢୀ

କୋରାପୁଟ ୨୪-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଆସନ୍ତାକାଲି ନାମାଜ୍ଞନପତ୍ର ଦାଖଲର ଶେଷଦିନ ଥିବା ବେଳେ ବହୁ ବିଳମ୍ବରେ ପଟ୍ଟାଙ୍ଗୀ ବିଧାନସଭା ଆସନ ନିମନ୍ତେ ପ୍ରୀତମ ପାଢୀଙ୍କ ନାମ ଘୋଷଣା କରାଯାଇଥିବା ଜିଲ୍ଲା ଉପସଭାପତି ଉତ୍କଳ ରଂଜନ ନାୟକ ସୂଚନା ଦେଇଛନ୍ତି।ପଟ୍ଟାଙ୍ଗୀର ବିଜେଡି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ଚଳିତ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ ସେ ଆସନ୍ତା ଦିନରେ କଣ କରିବେ ତାହା ଦେଖିବାକୁ ବାକି ରହିଲା।