Odiapua.com

ନୂତନ ଦାୟୀତ୍ୱ ଘୋଷଣା : ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଦାୟୀତ୍ୱ ପ୍ରଦାନ

ଭୁବନେଶ୍ୱର ୧୮/୧୦ (ଓଡ଼ିଆ ପୁଅ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ନିମାଇଁ ଚରଣ ପାଲଙ୍କୁ ମାଲକାନଗିରି ଜିଲ୍ଲା ସଭାପତି ଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୂଚନା ଦେଇଛନ୍ତି।