Odiapua.com

ନାଗସାପ ଉଦ୍ଧାର

କୋରାପୁଟ;ତା୧୪-୦୬-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ପଦ୍ମପୁର ପଂଚାୟତର ଡୁମୁରିପୁଟ ହାଇସ୍କୁଲ ନିକଟ ବରଗଛରୁ ସ୍ନେକହେଲ୍ପଲାଇନ ଦ୍ୱାରା ଏକ ବିରାଟ ନାଗ ସାପ ଉଦ୍ଧାର କର ଯାଇଛି। ସାପଟି ବରଗଛରେ ରହିଥିବାବେଳେ ଗଛ ନିକଟରେ ଖେଳୁଥିବା ପିଲାମାନେ ସାପକୁ ଦେଖିବାକୁ ପାଇଥିଲେ। ସୁନାବେଡା ସ୍ନେକହେଲ୍ପ୍ ଲାଇନର ରାକେଶ ବେହେରା ଓ କାହ୍ନା ଘଟଣା ସ୍ଥଳରେ ପହଂଚି ସାପକୁ ଧରି ଥିଲେ ଓ ପରେ ଜଙ୍ଗଲରେ ଛାଡି ଦେଇଥିଲେ।