Odiapua.com

ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ

ରମ୍ଭା ୭-୫ (ଓଡ଼ିଆ ପୁଅ) ରମ୍ଭା ପୋଲିସ ଏକ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ କରିଛି। ରମ୍ଭା ଅଞ୍ଚଳରେ ଏହି ରାକେଟର ଦୁଇ ଜଣଙ୍କୁ ନକଲି ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି ସ୍ଥାନୀୟ ପୋଲିସ୍।