Odiapua.com

ଦିଲ୍ଲୀର ଉଦ୍ୟୋଗ ନଗରର ଏକ ଜୋତା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ – ୨୪ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ

ନୂଆ ଦିଲ୍ଲୀ ୨୧-୬ (ଓଡ଼ିଆ ପୁଅ) ଦିଲ୍ଲୀର ଉଦ୍ୟୋଗ ନଗରର ଏକ ଜୋତା କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି।

୨୪ ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଯୋଗ ଦେଇଛନ୍ତି।

ଏପର୍ଯ୍ୟନ୍ତ କୌଣସି ହତାହତର ଖବର ଆସିନାହିଁ।

ଅଧିକ ଖବରକୁ ଅପେକ୍ଷା କରାଯାଇଛି।