Odiapua.com

ତାଜା ଖବର: ମେ ୧୯ ରେ ହେବ ପାଟକୁରାରେ ନିର୍ବାଚନ

ଭୁବନେଶ୍ୱର ୨୪-୪ (ଓଡ଼ିଆ ପୁଅ) ମେ’ ୧୯ରେ ପାଟକୁରାରେ ହେବ ନିର୍ବାଚନ। ଏଥିପାଇଁ ନିର୍ବାଚନ କମିଶନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମେ ୧।
ସୂଚନାଯୋଗ୍ୟଯେ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ରହିଥିଲା ନିର୍ବାଚନ।