Odiapua.com

ତାଜାଖବର: ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ

ଜ୍ୟାକସନଭିଲେ – ୪ ମଇ (ଓଡ଼ିଆ ପୁଅ) ସେଣ୍ଟ ଜନ୍ ନଦୀରେ ଖସିପଡ଼ିଲା ବୋଇଙ୍ଗ 737 ବିମାନ ୧୪୨ ଜଣଯାତ୍ରୀଥିଲେ। କିନ୍ତୁ ଖୁସିର କଥାଯେ, କୌଣସି ଲୋକଙ୍କର ପ୍ରାଣହାନୀ ଘଟିନାହିଁ। ନାଭି ସେଠାରେ ପହଁଚି ଉଦ୍ଧାର କାର୍ଯ୍ୟରେ ଲାଗିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା କୁହାଯାଉଛି।