ଢେଙ୍କାନାଳ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଢେଙ୍କାନାଳ ଜିଲ୍ଲା ବନବିଭାଗ ସଦର ରେଞ୍ଜ ଜୀବନଖୋଲ ଛକ ନିକଟରେ ଏକ ଟ୍ରକ ଧକ୍କାରେ ଗୋଟିଏ ଦନ୍ତା ହାତୀ ମୃତବରଣ କରି ଥିବାବେଳେ ଅନ୍ୟ ଗୋଟିଏ ହାତୀ ଆହତ ହୋଇଥିବା ବନ ବିଭାଗ କର୍ମଚାରୀଙ୍କ ସୁତ୍ରରୁ ଜଣାପଡିଛି ।
ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।